ଆରେଞ୍ଜ ମ୍ୟାରେଜ

  • 723
  • 183

ଆରେଞ୍ଜ ମ୍ୟାରେଜ️ଗୀତାଞ୍ଜଳୀକବାଟ ଫାଙ୍କ ରେ ନୂଆ ଦୁନିଆ ଟି ଦେଖି ଡର ମାଡୁଥିଲା ରୁଚି କୁ ।ବୋହୁ ବେଶ ରେ ସଜେଇ ହୋଇବସିଛି ସେ ।ସାଙ୍ଗମାନେ ତାର ନାଚ ଗୀତ ରେ ମଗ୍ନ ଥିଲେ ।ହେଲେ, ରୁଚି ମନରେ ଅଜଣା ଭୟ ।ବାବା  ତାର ଜିଦ ଧରିଲେ ଏ ବର୍ଷ ତାକୁ ବାହାକରିବେ ,ତାଙ୍କ ସାଙ୍ଗ ପୁଅ ଅବିର ସହ ଅବିର କୁ ଯାହା ସେ ପିଲା ଦିନେ ଦେଖି ଥିଲା, ହେଲେ ଏବେ ଫଟୋ ନ ଦେଖି ବାହା ହେବା ପାଇଁ କେମିତି ରାଜି ହୋଇଗଲା ସେ ଜାଣି ପାରି ନ ଥିଲା।ବାବା ତାର କହିଲେ ମାଆ ମୋ ସାଙ୍ଗ କୁ ପିଲା ଦିନେ କଥା ଦେଇଥିଲି ମୋ ଝିଅ  ତାକୁ ଦାନ କରିବି ବୋଲି।ତୁ ତା ଘର କୁ ବୋହୁ ହେଇକି ନୁହେଁ ଝିଅ ହେଇକି ଯିବୁ ।ବାବା ଙ୍କର କଥା କୁ କେବେ ହେଲେ ସେ ବିରୋଧ